ମଦ ଦୋକାନରେ ପଶି ହାଣିଲେ ।

-ଦିଗପହଣ୍ଡି:୧୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଙ୍କୋରଡା ମଦ ଦୋକାନରେ ପଶି ଜଣଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ-କଙ୍କୋରୋଡ଼ା ଛକରେ ଥିବା ଏକ ମଦ ଦୋକାନରେ ପଶି ହାଣିଲେ-ମଦ ଦୋକାନୀଙ୍କ ଅବସ୍ଥା ସଂକଟାପନ୍ନ, ମେଡିକାଲ୍‌କୁ ସ୍ଥାନାନ୍ତର

Leave a Reply

Your email address will not be published. Required fields are marked *