
ଜି ଉଦୟଗିରି ୧୧/୦୭(ନୀଳମାଧଵ ପ୍ରଧାନ )ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଆଣେ ଯୁବକକୁ ଗିରଫ କରି କୋଟ ଚାଲାଣ କରିଛି ଜି ଉଦୟଗିରି ପୋଲିସ। ଯୁବକ ଜଣକ ହେଲେ ଆଲୁ ରାୟ( ୨୦)। ଥାନା କେସ ନଂ ୧୦୬ ରେ ମାମଲା ରୁଜୁ କରି କୋଟ ଚାଲାଣ କରିଥିବା ବେଳେ ଦଫା ୧୩୭(୨), ୬୪/(୨)(ଏମ )ଏଲ ଓ ଆର ଡ଼ବ୍ଲୁ( ୬)(୧) ଧାରା ପୋକ୍ସ ଆଇନ ଅନୁଯାୟୀ ତଦନ୍ତ ଅଧିକାରୀ ଏସ ଆଇ ପ୍ରଦୀପ କୁମାର ରାଉଳ ଅଭିଯୁକ୍ତ ଡାକ୍ତର ମାଇନା କରାଇ ଜି ଉଦୟଗିରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି l
