ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାକରଣ ଦ୍ବାରା ତୃତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ।

ମାଲକାନଗିରି (ହିମାଂଶୁ ଶେଖର ସ୍ବାଇଁ) ୧୨/୦୯ ଏହି ଲୋକ ଅଦାଲତ ରାଜ୍ୟ ଆଇନ ସେବା ପ୍ରାକରଣ ନିର୍ଦେଶ କ୍ରମେ ଆଜି ତା ९१.०० .०९.१०१១ ดิต ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାକରଣ,ତାଲୁକ ଆଈନ ସେବା ପ୍ରାଧ୍କରଣ ମୋଟୁ ଏବଂ JMFC,ศเข 1ଥ୍‌ଲି ଓ JMFC,କୁଡୁମୁଳୁ ଗୁମ୍ମା, ଗ୍ରାମ ନ୍ୟାୟଳୟ, କୋରୁ କୋରୁକୋଣ୍ଡା,ମାଲକାନଗିରି ଦ୍ବାରା ତୃତୀୟ Iୟ ଜାତୀୟ ସ୍ତରୀୟ ଲୋ ଲାକ ଅଦାଲତ ମାଲକାନଗିରିର ସମ ମସ୍ତ ବିଚାରଳୟ ତଥା ମାଥ୍‌ଲି , ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ଯ ଅନୁଷ୍ଠିତ ହୋଇ ହୋଇ ଯାଇ ଅଛି ।ଏ ରେ ଅନ୍ୟ ମାନଙ୍କ ମଧ୍ଯ ରେ ମାଲକାନଗିରି ଜିଲ୍ଲା ଜ ଜଜ ତଥା ଆଈନ ସେ ଅଧକ୍ଷ୍ୟ। Ms. ରାଜଲକ୍ଷ୍ମୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଦାସ, ମୁଖ୍ୟ ଦଣ୍ଡାକାରୀ,ମାଲକାନଗିରି ଡାଃ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ଆଈନ ସେବା ପ୍ରାକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି, ମାଲକାନଗିରି ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ( ମହିଳା କୋର୍ଟ), ମାଲକାନଗିରି ଶ୍ରୀମତୀ ଆଈନ ସେବା ପ୍ରାଧିକରଣ ର ପ୍ରିୟଦର୍ଶିନୀ ପଣ୍ଡା, ବରିଷ୍ଠ 1 ଉପଖଣ୍ଡ ଦେୱାନୀ ବିଚାରପତି,ମାଲକାନଗିରି Ms ଲୋପାମୁଦ୍ରା ପ୍ରକାଶ ଦଣ୍ଡାକାରୀ,ମାଲକାନଗିରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାକାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ , ମାଥ୍‌ଲି ଶ୍ରୀଯୁକ୍ତ ରାହୁଲ କୁମାର ଜେନା, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ, କୁଡୁମୁଳୁ ଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ (LR &LTV) ,ମାଲକାନଗିରି ଶ୍ରୀ ଆଦିଗ୍ଧ କୁମାର ପୃଷ୍ଟୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲେ ।ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୨୫୫୧୮ଗୋଟି ମକଦ୍ଦମର ଫଇସଲା କରାଯାଇ 13824199/- ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ , ମୋଟୁ ଜେଏମଏଫସି କୋର୍ଟ, ମାଥୁଲି ଜେଏମଏଫସି କୋର୍ଟ, କୁଡୁମୁଳୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଈନ ସେବା ପ୍ରାଧ୍କରଣ, ମାଲକାନଗିରି ଓ ତାଲୁକ ଆଈନ ସେବା ସମିତି , ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *