ବନ୍ଧର ସୌନ୍ଦର୍ଯ୍ୟ କରଣ ପାଈଁ ବୁଲିଲା ଘର ଭଙ୍ଗା ମେସିନଜି ଉଦୟଗିରି ।

କନ୍ଧମାଳ ୩୦/୦୬ (ନୀଳମାଧଵ ପ୍ରଧାନ )ଇତି ମଧ୍ୟରେ ବନ୍ଧ ର ସୌନ୍ଦର୍ଯ୍ୟ କରଣ ପାଈଁ( ଟେଣ୍ଡର)ବିଜ୍ଞପ୍ତି ପ୍ରକାଶ ପାଇ ଥିବା ବେଳେ ଉକ୍ତ କାର୍ଯ୍ୟକୁ ଯୁଦ୍ଧକାଳିନ ଭିତିରେ ସାରିବାକୁ ପରିଷଦ ତରଫରୁ ନିର୍ମିତ ତିନୋଟି ଭଡା ଘର ଦୀର୍ଘ ୨୫ବର୍ଷ ରୁ ଉର୍ଦ୍ଧ ହେବ ଗତ ୨୫ ତାରିଖ ଦିନ ଟିନି ଦିନ ଭିତରେ ଭାଙ୍ଗିବାକୁ ନୋଟିସ ପରିଷଦ ସମ୍ପୃକ୍ତ ଭଡଦାତା ଙ୍କୁ ପ୍ରଦାନ କରିଥିଲେ l ଆଜି ପ୍ରଶାସନ ପକ୍ଷରୁ ସମସ୍ତ ବଳ କଳ ଲଗାଇ ଜେସିପି ମେସିନ ସହାୟତା ରେ କାର୍ଯ୍ୟନିର୍ବାହୀ ଦଣ୍ଡଧିକାରୀ ଦେବାଶିଷ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ପୋଲିସ ର ଉପସ୍ଥିତି ରେ ମାଟିରେ ମିଶେଇ ଦିଆଯାଇ ଥିବା ଦେଖିବାକୁ ମିଳିଛି l ସୌନ୍ଦର୍ଯ୍ୟ କରଣ କେତେ ଶୀଘ୍ର ସରୁଛି ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *