
ଜି ଉଦୟଗିରି ୨୧/୦୫ (ନୀଳମାଧଵ ପ୍ରଧାନ )
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ପାଣି ପାଇଁ ଛଟପଟ ହେଉଥିବା ବେଳେ ପଶୁ ପକ୍ଷୀ ମଧ୍ୟ ବାଦ ପଡି ନାହାନ୍ତି। ଏ ନ ଏ ସି ତରଫରୁ ଆଜି ପଶୁପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସହର ବିଭିର୍ଣ୍ଣ ସ୍ଥାନରେ ପଶୁ ପକ୍ଷୀ ପାଣି ପିଇବା ପାଇଁ ପାଣି କୁଣ୍ଡ ରଖି ପାଣି ବ୍ୟବସ୍ଥା କରାଯଇଥିବା ବେଳେ ଏଥିରେ ପଶୁ ପକ୍ଷୀ ଉପକୃତ ହୋଇପାରିବେ। ସେହିଭଳି ଆଜି ମା ବରାଳିନୀ ବ୍ୟବସାୟୀ ସଙ୍ଘ ତରଫରୁ ପଶୁ ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।
