ବଡ ଭାଇର ବାହାଘରରେ ସାନ ଭାଇକୁ ମରଣାନ୍ତକ ଆକ୍ରମଣରେ ଆକାଶ ଜେନାର ମୃତ୍ୟୁ।

ଭଞ୍ଜନଗର -୨୭/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପୋଲସରା।କଥା କଥାକେ ଅପରାଧ ଘଟାଉଛନ୍ତି…