
ଜି ଉଦୟଗିରି ୧୫/ ୦୫(ନୀଳମାଧବ ପ୍ରଧାନ ) ଜି ଉଦୟଗିରି ନିକଟସ୍ଥ ରାବାନାଯୁ( କାନବାଗିରି ) ଠାରେ ଷୋହଳ ପ୍ରହର ବିଶ୍ୱ ଶାନ୍ତି ଅଖଣ୍ଡ ପଞ୍ଚ ମହା ଯଂଜ୍ଞ ଆଜି ଉଦାଯାପିତ ହୋଇଯାଇଛି। ପଞ୍ଚ ମହା ଯଂଜ୍ଞ ସହିତ ନଗର ପରିକ୍ରମା ହୋଇଥିଲା। ଯଂଜ୍ଞ କମିଟି ସଭାପତି ଶୁଭ ଜ୍ଞାନ ପ୍ରଧାନ, ଉପ ସଭାପତି ଗୋପାଳ କୃଷ୍ଣ ପ୍ରଧାନ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଆଦିତ୍ୟ ପ୍ରଧାନ,କୋଷାଧକ୍ଷ ଗୌର ଚନ୍ଦ୍ର ପ୍ରଧାନ, ପ୍ରମୁଖ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ ସୁନ୍ଦରବନାଞ୍ଚଳ କୋଷାଧକ୍ଷ ଉଦେଶନ ପ୍ରଧାନ,କାଙ୍ଗୁରା ପ୍ରଧାନ,ପ୍ରମୁଖ ଅତିଥିଭାବେ ଯୋଗାଯୋଗ ଦେଇ ଥିବା ବେଳେ ହରି କଥା ଶୁଣାଇ ଥିଲେ ଇନ୍ଦିରା ଅପା
