

ଘୁ ଉଦୟଗିରି ୧୬/୦୫(ନୀଳମାଧଵ ପ୍ରଧାନ )ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ମା ବ୍ରାହ୍ମଣୀ ଦେବୀ ଦୃଷ୍ଟିହୀନ ଭଜନ ସନ୍ଧ୍ୟା ତରଫରୁ ସହରର ବନ୍ଧ ଛକ ଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଛି. ଏହି କାର୍ଯ୍ୟକ୍ରମରେ ଗଣେଶ ମାର୍କେଟ କମ୍ପ୍ଲେକ୍ସ ତରଫରୁ ନୂତନ ପଟନାୟକ, ଶଙ୍କର୍ଷଣ ଡାକୁଆ, ଦିବାକର ସାହୁ, ଅନନ୍ତ ଅନୁରୂପ ବେହେରା,ଅମୃତ ପାତ୍ର,ସୋମୁ ପତିଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
