
ଜି ଉଦୟଗିରି ୦୫/୦୬(ନୀଳମାଧବ ପ୍ରଧାନ )ଆଜିର ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜି . ଉଦୟଗିରି ନଗରସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି, ଜି . ଉଦୟଗିରି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ -ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ମାଣ ଗୋବିନ୍ଦ ପ୍ରଧାନ,-ଅଧ୍ୟାପକ -ଡ଼ଃ. ନଳିନୀ କୁମାର ପାଣିଗ୍ରାହୀ,ଅଧ୍ୟାପକ -ତପନ କୁମାର ନାୟକ,ଅଧ୍ୟାପିକା ସରିତା ମିଶ୍ର,
ନଗର ସଭାପତି -ଭେଙ୍କଟେଶ୍ୱର ବେହେରା,ଜଙ୍ଗଲ ରଖି -ମନୋଜ କୁମାର ମହାପାତ୍ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ -ପ୍ରିୟବ୍ରତ ସାହୁ,କାଉନସିଲର -ସଂଗୀତା ନାୟକ,ନିଶାରାଣୀ ନାୟକ, କୁନ୍ତିମା ମଲ୍ଲିକ,-ନଗର ଉପସଭାପତି -ଲକ୍ଷ୍ମଣ ଆଚାର୍ଯ୍ୟ -ରବୀନ୍ଦ୍ର କୁମାର ସାହୁ-ଯମୁନା ପ୍ରଧାନ,-ସାଧାରଣ ସମ୍ପାଦକ -ପ୍ରଶାନ୍ତ କୁମାର ମୁନୀ, ବୁଥ ସଭାପତି -ନୂତନ କୁମାର ପଟ୍ଟନାୟକ,ପ୍ରଶାନ୍ତ କୁମାର ପ୍ରଧାନ,ରୁଦ୍ର ପ୍ରତାପ ପାତ୍ର ମଣ୍ଡଳ ସମ୍ପାଦକ -ଦେବବ୍ରତ ସାହୁ ଶକ୍ତିକେନ୍ଦ୍ର ପ୍ରମୁଖ -ଅନିରୁଦ୍ଧ ପ୍ରଧାନ ସୁଜିତ କୁମାର ପଣ୍ଡା,ଗୌର ଚନ୍ଦ୍ର ପ୍ରଧାନ, ଟିମତି ନାୟକ,ଶୁଭଜ୍ଞାନ ପ୍ରଧାନ, ସୁମନ୍ତ୍ର ପ୍ରଧାନ, ଭୁବନ ମଲ୍ଲିକ, ରିଣ୍ଟୁ ମଲିକ ପ୍ରମୁଖ ଯୋଗ ଦେଇଥିଲେ।
