ବେଲଗୁଣ୍ଠା ୨୬/୦୭ (ନାରାୟଣ ପଣ୍ଡା) ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି…
Month: July 2026
ବହୁଚର୍ଚ୍ଚିତ ଜୟନ୍ତୀଗଡ଼ରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୀତିକାନ୍ତି ଶେଷ ।
ବେଲଗୁଣ୍ଠା:୨୫/୦୭ (ନାରାୟଣ ପଣ୍ଡା)ବେଲଗୁଣ୍ଠା ବ୍ଲକ୍ ଗୋବରା ପଞ୍ଚାୟତ ଅନ୍ତର୍ଗତ ଜୟନ୍ତୀଗଡ଼ ଗ୍ରାମର ବହୁଚର୍ଚ୍ଚିତ ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କ ବାହୁଡ଼ା ଯାତ୍ରା ଆଜି…
ଆଡ଼ପ ମଣ୍ଡପରୁ ବିଦାୟ ନେଲେ କଳା ସାଆନ୍ତ ।
ବେଲଗୁଣ୍ଠା ୨୫/୦୭(ନାରାୟଣ ପଣ୍ଡା)ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରା ଅବସରରେ ଆଡ଼ପ ମଣ୍ଡପରୁ ବିଦାୟ ନେଇଛନ୍ତି କାଳିଆ ଠାକୁର। ଏହି…
ଜିଲ୍ଲାପାଳଙ୍କ ବଙ୍କା ପଞ୍ଚାୟତ ଗସ୍ତ,ତଳକୁମାରସୁଣି ପିଠରେ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ।
ବେଲେଗୁଣ୍ଠା, ୨୨/୦୭ (ନାରାୟଣ ପଣ୍ଡା) ଗଞ୍ଜାମ ଜିଲ୍ଲା ବେଲେଗୁଣ୍ଠା ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ…
ଜି.ଉଦୟଗିରି ପ୍ରେସ କ୍ଲବ”ର ମାସିକ ସାଧାରଣ ବୈଠକ ଅନୁଷ୍ଠିତ ।
ଜି.ଉଦୟଗିରି,ତ 21/07 ନିଳମାଧବ ପ୍ରଧାନ ଜି.ଉଦୟଗିରି ପ୍ରେସ କ୍ଳବ ର ମାସିକ ସାଧାରଣ ବୈଠକ ସ୍ଥାନୀୟ ଆଦିବାସୀ ସାଂସ୍କୃତିକ ଭବନ ଠାରେ…
ବେଲଗୁଣ୍ଠା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ଉଚ୍ଚାଧିକାରୀ:ଭଞ୍ଜନଗର ଏନ୍ଆରସି ରେ ଗୁରୁତର ଅପପୁଷ୍ଟିର ଶିକାର ୨ ଶିଶୁ ଭର୍ତ୍ତି ।
ବେଲଗୁଣ୍ଠା-୨୧/୦୭ (ନାରାୟଣ ପଣ୍ଡା) ବେଲଗୁଣ୍ଠା ଏନ୍ଏସି ୱାର୍ଡ଼ ନମ୍ବର ୮ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,,ମୁଖ୍ୟ…
ଖଇରପୁଟ ବ୍ଲକର ବଡଡୁରାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର: ୬୩ ଗୋଟି ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ।
ମାଲକାନଗିରି ୨୧/୦୭ (ହିମାଂଶୁ ଶେଖର ସ୍ବାଇଁ)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ…
ବେଲଗୁଣ୍ଠାରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଅପୂର୍ବ ବେଶ ଦର୍ଶନ: ସନ୍ଧ୍ୟା ଆରତୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ।
ବେଲଗୁଣ୍ଠା- ୨୦/୦୭ ନାରାୟଣ ପଣ୍ଡା: ମନ୍ଦିର ମାଳିନୀ ତଥା ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀଗୁଣ୍ଡିଚା ମନ୍ଦିର। ପବିତ୍ର…
ବେଲଗୁଣ୍ଠା ଏନ.ଏ.ସି.ରେ ମନମୁଖୀ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ପ୍ରଶାସନିକ ଅନିୟମିତତା ଅଭିଯୋଗ:ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା କାଉନସିଲର, ବ୍ୟବସାୟୀ ସଙ୍ଘ ଓ ସାହି ବାସିନ୍ଦା ।
ବେଲଗୁଣ୍ଠା-୨୦/୦୭ ନାରାୟଣ ପଣ୍ଡା କାଉନସିଲରଙ୍କ ଗୁରୁତର ଅଭିଯୋଗ: ଗୋପନରେ ହେଲା ବୈଠକ, ମିଳୁନି ନିଷ୍ପତ୍ତିର ନକଲ ବେଲଗୁଣ୍ଠା ଏନ.ଏ.ସି.ର ୭ ନମ୍ବର…
ବେଲଗୁଣ୍ଠା ପାଇଁ ଗୌରବ: ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଅଞ୍ଚଳର ଦୁଇ ମେଧାବୀ ଛାତ୍ରଛାତ୍ରୀ ଜସ୍ମିନ୍ ଓ ଅନୁରାଗ ।
ବେଲଗୁଣ୍ଠା ୨୦/୦୭ ନାରାୟଣ ପଣ୍ଡା:ସଫଳତା କେବେ ଆର୍ଥିକ ଅଭାବ କିମ୍ବା ପରିସ୍ଥିତିର ଦାସ ହୁଏନାହିଁ, ବରଂ ଦୃଢ଼ ଇଚ୍ଛାଶକ୍ତି ଓ କଠିନ…
