ନଗର କଂଗ୍ରେସ ପକ୍ଷରୁ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ ।

ଜି ଉଦୟଗିରି ୦୨/୧୦(ନୀଳମାଧବ ପ୍ରଧାନ ) ସ୍ଥାନୀୟ ବନ୍ଧ ଛକ ଠାରୁ ଜି ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ତରଫରୁ ଭୀମରାଜ. ନାୟକ ଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ମନମୋହନ ପ୍ରଧାନଙ୍କ ନେତୃତ୍ୱ ରେ ରାଲିରେ ବାହାରି ଗାନ୍ଧୀ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଉକ୍ତ ରାଲିରେ ନଗର ସଭାପତି ରାମସୁବ୍ରମଣ୍ୟ ନାୟକ, ବରିଷ୍ଠ କଂଗ୍ରେସ ନେତା ଶାନ୍ତନୁ ପ୍ରଧାନ, ସମ୍ପାଦକ ଗୋପାଳ ନାୟକ, ବିବୁନା ନାୟକ, ଯାକେଶ ପ୍ରଧାନ, ବିଧାୟକ ପ୍ରତିନିଧି ମଧୁଲିନା ଡିଗାଲ, ପ୍ରେମ ପ୍ରକାଶ ସିଂ ଓ ବକ୍ସି ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *