
ଜନତା ଖବର ଟିଭି ବ୍ୟୁରୋ ୨୮/୦୧ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ
ପ୍ରଚାରକୁ ଯାଉଥିବା ବେଳେ ମହାରାଷ୍ଟ୍ର ବାରାମତିରେ ବିମାନ ଦୁର୍ଘଟଣା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ ବାରାମତିରେ ଦୁର୍ଘଟଣାଗ୍ରସ୍ତ
-ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ ହୋଥିବା ସୂଚନା
ସକାଳ ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଛ ଜଣ ଯାଉଥିବା ଜଣା ପଡିଛି ।
