
ଫୁଲବାଣୀ ୧୭/୦୩ (ଅମରେନ୍ଦ୍ର ପଟ୍ଟନାୟକ) ଫୁଲବାଣୀ ଗୋଛପଡା ଥାନା ଅନ୍ତର୍ଗତ ବାଲାନ୍ଦା ପଡା ପଞ୍ଚାୟତ ର କଂଜାମାଇ ଗ୍ରାମର ୪ ଟି ବସ୍ତାରେ ୧ କୁଇଣ୍ଟାଲ ଗଂଜେଇ ଜବତ କରିଛି ଅବକାରୀ ସ୍ପେସିଆଲ ସ୍କ୍ୱାର୍ଡ! ୪ ଟି ସ୍ଥାନରେ ସ୍କ୍ୱାର୍ଡ ଚଢ଼ାଉ କରିଥିଲା!ବୌଦ୍ଧ ଜିଲ୍ଲା ର ପୁରୁଣା କଟକ ଥାନାର ଲଖନପୁର ଗ୍ରାମର ରାଜେଶ ବେହେରା କାର ଡ୍ରାଇଭର କୁ ଅବକାରୀ ପୋଲିସ ଗିରଫ କରିଛିଅନ୍ୟ ଏକ କାର ରୂ ୨୦ କିଲୋ ଗଂଜେଇ ଜବତ ହୋଇଛି! ଅବକାରୀ ବିନୋଦ କୁମାର ବାସ୍କେ ଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା! ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଓ ଇନ୍ସପେକ୍ଟର ବିନୋଦ ବାସ୍କେ ସକ୍ରିୟତାର ସହ ଧର ପଗଡ଼ କରୁଥିବାରୁ ଗଂଜେଇ ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି!
