ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଙ୍କ କୁଶ ପୁତ୍ତଲିକା ଦାହ କଲେ ଯୁବ ବିଜେଡି ଓ ଛାତ୍ର ବିଜେଡି।

ଫୁଲବାଣୀ( ଅମରେନ୍ଦ୍ର ପଟ୍ଟନାୟକ) ୧୭/୦୩କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ରେ ଏକ ବିରୋଧୀ ସଭା ର ଆୟୋଜନ କରି ବିଧାୟକ ଚକ୍ର ମଣି କଂହର ଙ୍କ ର କୁଶପୁତ୍ତଳିକା ଦାହ କରିଥିଲେ! ଚକ୍ର ମଣି ବିଜେଡି ସୁପ୍ରିମୋ ଙ୍କ ର ନିର୍ଦେଶ ଓ ହୁଇପ କୁ ବି ମାନି ନ ଥିଲେ! ଏପରିକି ଦଳୀୟ ଭୋଟିଙ୍ଗ ଦେବା ତାଲିମ କୁ ମଧ୍ୟ୍ୟ ଗଲେ ନାହିଁ! ରାଜଧାନୀରେ କଉଠି ଲୁଚି ଲେ ଜେ କେହି ପାଇଲେ ନାହିଁ! ଶେଷରେ କ୍ରସ ଭୋଟିଙ୍ଗ ଭୋଟ ଦେଲେ! ବାଲିଗୁଡାରେ ମଧ୍ୟ୍ୟ ହଜାର ହଜାର ଦଳୀୟ କର୍ମୀ ଚକ୍ର ମଣି କଂହର ଙ୍କ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି!

Leave a Reply

Your email address will not be published. Required fields are marked *