ସଂଖସାହି ବ୍ରିଜ ରେ ଲଟାବୁଦା, ବଢୁଛି ଦୁର୍ଘଟଣା ।

ଜି ଉଦୟଗିରି ୩୧/୦୫(ନୀଳମାଧଵ ପ୍ରଧାନ ) ଜି ଉଦୟଗିରି କଳିଙ୍ଗା ରାସ୍ତା ସଂଖସାହି ନିକଟରେ ଥିବା ବ୍ରିଜ ଏକ ପ୍ରମୁଖ ବ୍ୟସ୍ତ ବହୁଳ ଯାତାୟାତ ରାସ୍ତା ହୋଇଥିବା ବେଳେ ଏବେ ଗାଈ ଗୋରୁଙ୍କ ବିପଦ ଆଣିଛି। ବ୍ରିଜ କୁ ଲଟାବୁଦା ଢାଙ୍କି ରହିଥିବା ବେଳେ ଗୋରୁଗାଇ ଏହାକୁ ଖାଇବାକୁ ଯାଇ ବ୍ରିଜ ମଧ୍ୟରେ ପଡିଯାଉଥିବା ଦେଖିବାକୁ ମିଳିଛି। ଆଗରୁ ଏମିତି ବହୁ ଘଟଣା ଘଟି ଥିବା ବେଳେ ବହୁ ଗାଈଗୋରୁ ଙ୍କ ଜୀବନ ମଧ୍ୟ ଯାଇଛି। ତେଣୁ ଏହି ଲଟାବୁଦା ସଫା କରିବାକୁ ସାଧାରଣ ରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *