ଦିଗପହଣ୍ଡି ତିନି ଜଣ ମହିଳା ଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା ଅପରାଧୀ ଗିରଫ।

ଜନତା ଖବର ଟିଭି ବ୍ୟୁରୋ ୧୯/୦୧ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କାନ୍ଦେଶ୍ୱର ଗ୍ରାମରେ ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ କୁ ଧରି ବ୍ୟବହୃତ ହୋଇଥିବା ଖଣ୍ଡାକୁ ଖୋଜୁଛି ପୋଲିସି ଗତ ଶନିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ୩ ମହିଳାଙ୍କୁ ଘରେପଶି ଆକ୍ରମଣ କରିଥିଲା ଅଭିଯୁକ୍ତ ଆକ୍ରମଣ କରିଲାପରେ ଦୌଡ଼ି ପଳେଇଥିଲା ଓ ଦୌଡ଼ିଯାଇ ଭୟରେ ହାଣିଥିବ ଖଣ୍ଡାକୁ ଏକ ଜଙ୍ଗଲ ଭିତରକୁ ଫିଙ୍ଗିଥିବା କହିଛି ଅଭିଯୁକ୍ତ ରବିବାର ଦିନ ଦିଗପହଣ୍ଡି ପୋଲିସି ଅଭିଯୁକ୍ତ କୁ ଧରି ବ୍ୟବହୃତ ହୋଇଥିବା ଖଣ୍ଡାକୁ କୁ ଖୋଜୁଛି ପୋଲିସି ପ୍ରାୟ ୨ ଘଣ୍ଟା ଧରି ଖୋଜିବାପରେ ନ ମିଳିବାପରେ ଅଭିଯୁକ୍ତ ଙ୍କ ଘରକୁ ଯାଇ ଛାନଭିନ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *