
ବ୍ରହ୍ମପୁର 01/09 ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ସେ ଦକ୍ଷିଣାଞ୍ଚଳ ଆଇଜି ଭାବେ କାର୍ଯ୍ୟରତ ଥିବା ନୀତି ଶେଖରଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୦୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ପଙ୍କଜଙ୍କୁ ଓଡ଼ିଶା ଗୃହ ବିଭାଗ ଦ୍ୱାରା କରାଯାଇଥିବା ପୋଲିସ୍ ବିଭାଗର ଏକ ବଡ଼ ଧରଣର ଅଦଳବଦଳ ପ୍ରକ୍ରିୟାରେ ‘ଆଇଜି, ଇଣ୍ଟେଲିଜେନ୍ସ’ ପଦବୀରୁ ଏଠାକୁ ବଦଳି କରାଯାଇଥିଲା। ପଙ୍କଜ ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୋଲିସ୍ ଅଧୀକ୍ଷକ (ଏସପି ) ଭାବେ କାର୍ଯ୍ୟ କରିସାରିଛନ୍ତି ଏବଂ ତାଙ୍କର କ୍ଷେତ୍ରସ୍ତରୀୟ କାର୍ଯ୍ୟର ବ୍ୟାପକ ଅଭିଜ୍ଞତା ରହିଛି।
