ସରଗରମ କ୍ୟମ୍ପାସ ରାଜନୀତି ଶକ୍ତି ପ୍ରଦର୍ଶନ କଲା ଏବିଭିପି ।

ଜି ଉଦୟଗିରି ୧୨/୧୦ (ନୀଳମାଧଵ ପ୍ରଧାନ )ଦୀର୍ଘ ଆଠ ବର୍ଷ ବ୍ୟବଧାନ ରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କ୍ୟାମ୍ପସ ରାଜନୀତି ଏବେ ସରଗରମ ହେବାରେ ଲାଗିଛି l ନିର୍ବାଚନ ରଣାଙ୍ଗନରେ ସଭାପତି ଦୌଡରେ ୪ଜଣ ପ୍ରାର୍ଥୀ ଥିବା ବେଳେ ବିଜୁ ଛାତ୍ର ଜନତା ଦଳ,ଭରାତ୍ୟ ରାଷ୍ଟ୍ରିୟ ଛାତ୍ର ସଂଗଠନ, ଅଖିଳ ଭରାତ୍ୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ଦେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ିନାହିଁ l ପ୍ରମୁଖ ତିନି ଦଳ ସହ ସ୍ୱାଧୀନ ପ୍ରର୍ଥୀ ନିଜ ନିଜ ସପକ୍ଷରେ ପ୍ରଚାର ଜୋରଦାର କରିଥିବା ବେଳେ ଏ ବି ଭି ପି ପ୍ଲାକାର୍ଡ ଓ ବ୍ୟାନର ପକାଇ ପଦଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *