
ଜି ଉଦୟଗିରି ୨୨ /୦୫(ନୀଳମାଧଵ ପ୍ରଧାନ )ଯୁଦ୍ଧ ପାଇଁ ସଂକଟରେ ଗ୍ୟାସ ଓ ତୈଳ ସଙ୍କଟ ଥିବା ବେଳେ ଆଜି ପ୍ରବଳ ଯନ୍ତ୍ର ଚାଲିତ ତୈଳ ସଙ୍କଟ ଓ ଗ୍ୟାସ ସଙ୍କଟ ଥିବା ବେଳେ ଆଜି ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଡିଗାଲ ଶ୍ରୀରାମପଦା ଏସ ଏସ ହାର୍ଡ ୱାର୍ଡ ଷ୍ଟୋର ଦୁର୍ଗା ପ୍ରସାଦ ଦାସ ଙ୍କ ଠାରେ ଚଢ଼ାଉ କରି 140ଲିଟର ଯନ୍ତ୍ର ଚାଳିତ ତୈଳ ଜବତ କରିଥିବା ଜଣାପଡିଛି l ଅପରପକ୍ଷେ ହୋଟେଲ ମାନଙ୍କରେ ଘୋରାଇ ଗ୍ୟାସ ବ୍ୟବହାର ଖୋଲମଖୁଲା ହେଉଥିବା ବେଳେ ଏମାନଙ୍କ ଛାଢ଼ାଉ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି l
