ଦଶମ ପରୀକ୍ଷା ବ୍ଲକରେ ଟପର ଜ଼ିଲ୍ଲାରେ ଦ୍ୱିତୀୟ ଅଭିଳାଷ ।

ଜି ଉଦୟଗିରି ୦୪/୦୫(ନୀଳମାଧଵ ପ୍ରଧାନ)ପ୍ରକାଶ ପାଇଛି ଚଳିତ ମାତ୍ରିକ ପରୀକ୍ଷା ଫଳ ଜି ଉଦୟଗିରି ପିଏମଶ୍ରୀ ହବାକ ଉଚ୍ଚ ବିଦ୍ୟାଳୟ ଛାତ୍ର ଅଭିଳାଷ ପଟନାୟକ ୫୬୨ ମାର୍କ ରଖି ବ୍ଲକ ଟପର ହୋଇଥିବା ବେଳେ ଜ଼ିଲ୍ଲା ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି l ଆମ ପ୍ରତିନିଧି ଙ୍କୁ ସାକ୍ଷତରେ ଏଥି ପାଇଁ ସେ ପିତା ଡା ସତ୍ୟ ନାରାୟଣ ପଟ୍ଟନାୟକ ଏବଂ ମାତା ସୃତି ବାଲ ପଟନାୟକ ଙ୍କ ପ୍ରେରଣ। ସହ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଶ୍ରେୟ ଦେଵେ ଓ ଦୈନିକ ୮ /୧୦ ଘଣ୍ଟା ପରିଶ୍ରମ କରୁଥିଲେ

Leave a Reply

Your email address will not be published. Required fields are marked *