ବାଫଲି ମାଳି ଗେଟ ଆଗରେ ଧାରଣା, ପୁଣି ୧୧ ତାରିଖ କୁ ଆଲଚନା ଘୁଞ୍ଚିଲା ବାଫଲି ମାଳି ଖଣି ପ୍ରଭାବିତ ଚତୁର୍ପାଶ୍ୱ ଗ୍ରାମବାସୀଙ୍କ ପୁଣି ଉତ୍କଳ ଆଲୁମିନା ବିପକ୍ଷରେ ଧାରଣା।

ରାୟଗଡା (ମହେନ୍ଦ୍ର କନ୍ଧପାଣି)୦୬/୦୫ବାଫଲିମାଳି ଚତୁର୍ପାଶ୍ୱ ଖଣି ପ୍ରଭାବିତ ଗ୍ରାମବାସୀ ଙ୍କ ଦୀର୍ଘ ଦିନର ଦାବିକୁ ନେଇଁ ବକ୍ସାଇଟ ଖଣି ମୂଖ୍ୟ ଗେଟ…