ଗ୍ରେସିଙ୍ଗିଆ ପଞ୍ଚାୟତ ରେ ନୂତନ ପି ଇ ଓ ଙ୍କ ଦାୟିତ୍ୱ ଗ୍ରହଣ ।

ଜି ଉଦୟଗିରି ୭ /୫ (ନୀଳମାଧଵ ପ୍ରଧାନ)ଜି ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ପିଇଓ ବାବୁଲା କୁମାର ସାହୁଙ୍କ ଅବସର ପରେ ଆଜି ନୂତନ ପି ଇ ଓ ଭାବେ ବେବିଲତା ପାଣି ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି l ମାସେ ହେଲା ଏହି ପଦବୀ ଖାଲି ପଡ଼ିଥିବା ବେଳେ ଆଜି ସରପଞ୍ଚ ତ୍ରିଶୀଳା ପ୍ରଧାନଙ୍କ ଉପସ୍ଥିତରେ ଦାଇତ୍ୱ ଗ୍ରହଣ କରିଥିଲେ ଶ୍ରୀମତୀ ପାଣି ।

Leave a Reply

Your email address will not be published. Required fields are marked *