କୁଇ ସମାଜ ପକ୍ଷରୁ ହେବ ବିଶାଳ ଶୋଭାଯାତ୍ରା ସହ ସମାବେଶ।

ଜି ଉଦୟଗିରି : ୨୪/୦୪(ନୀଳମାଧଵ ପ୍ରଧାନ)ଆସନ୍ତା ଏପ୍ରିଲ ୨୮ ତାରିଖରେ କୁଇ ସମାଜ ର ବିଶାଳ ସମାବେଶ ହେବାକୁ ଯାଉଥିବା ବେଳେ…

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ।ସଫଳ ସରପଞ୍ଚମାନେ ସମ୍ବର୍ଦ୍ଧିତ।

ମାଲକାନଗିରି୨୪/୪ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ବହୁ ଆଡମ୍ବରରେ ଅନୁଷ୍ଠିତ…

ଲୋହାରାଖଣ୍ଡି ନଦୀରୁ ମୃତଦେହ ଉଦ୍ଧାର ।

ଗଞ୍ଜାମ ଜିଲା ସ୍ୱତନ୍ତ୍ର ପ୍ରତିନିଧି ( ଅମରେନ୍ଦ୍ର କୁମାର ପଟ୍ଟନାୟକ )୨୪/୦୪ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ଏକ…

ଦୁର୍ଘଟଣା ରୋକିବାକୁ ପୁଲିସ ପକ୍ଷରୁ ରୁ ସଚେତନତା, କଡାକଡି ଯାଞ୍ଚ ।

ଜି ଉଦୟଗିରି ୨୪/୦୪ (ନୀଳମାଧଵ ପ୍ରଧାନ)ଦିନ କୁ ଦିନ ଦୁର୍ଘଟଣା ବଢୁଥିବା ବେଳେ ଅକାଳ ରେ ଯାଉଛି ଜୀବନ। ଯେତେ ସଚେତନ…

ପଦାସାହି ମୁଖ୍ୟ ରାସ୍ତା ରେ ହାତୀ ୨ଦନ୍ତା ରସ୍ତା ରୁ ହଟାଇବାକୁ ବନବିଭାଗ ନାକେଦମ, ଭାଙ୍ଗିଲେ ଘର,ଭୟଭୀତ ଅଂଚଳବାସୀ ।

ଜି ଉଦୟଗିରି ୨୩/୦୪ ନୀଳମାଧଵ ପ୍ରଧାନସହର ମୁଁହା ହେଲେଣି ହାତୀ। ଉତ୍ତର ଘୁମୁସର ବନଖଣ୍ଡ ରୁ ଖସି ଆସିଥିବା ୨ ଦନ୍ତା…

ଗୋରାଖୁଣ୍ଟା ପଞ୍ଚାୟତରେ ଶ୍ରମିକ କଲ୍ୟାଣ ଶିବିରଜିଲ୍ଲା ପ୍ରଶାସନର ସକ୍ରିୟତାରୁ ଉପକୃତ ହେଲେ ୯୧ ହିତାଧିକାରୀ।

ମାଲକାନଗିରି,୨୩/୪/ହିମାଂଶୁ ଶେଖର ସ୍ବାଇଁଜିଲ୍ଲାର ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଜାଲରେ ବାନ୍ଧିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ସକ୍ରିୟ ରହିଛି। ଏହି…

କଳିଙ୍ଗା ବିଏଡ କଲେଜରେ ଛାତ୍ର ଛାତ୍ରୀ ଙ୍କୁ ନେଇ ସଫେଇ କାର୍ଯ୍ୟକ୍ରମ , ଅଂଶ ଗ୍ରହଣ କଲେ ଶତାଧିକ ଛାତ୍ର ଛାତ୍ରୀ।

ଜି.ଉଦୟଗିରି, (ନୀଳମାଧବ ପ୍ରଧାନ ) ୨୩/୦୪ଜି ଉଦୟଗିରି ନିକଟସ୍ଥ କଳିଙ୍ଗା ଵିଏଡ କଲେଜରେ ଆଜି ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

କେବିରିପଲ୍ଲୀରେ ଗୋଷ୍ଠୀ ସଂଘର୍ଷ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତପାତ, ଉଭୟ ପକ୍ଷରୁ ୪ ଗିରଫ।

ବେଲଗୁଣ୍ଠା ନାରାୟଣ ପଣ୍ଡା ୨୩/୪ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରିପଲ୍ଲୀ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ…

ମାଲକାନଗିରିରେ ପର୍ବତାରୋହୀ ସମୀରା ଖାନ୍‌ ଏଚପିଭି ଟୀକାକରଣ ଓ ମହିଳା ସଶକ୍ତିକରଣ ପାଇଁ ବାର୍ତ୍ତା।

ମାଲକାନଗିରି ହିମାଂଶୁ ଶେଖର ସ୍ୱାଇଁ ୨୩/୪ ଜିଲ୍ଲାର କିଶୋରୀ ବାଳିକା ଓ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ…

ଜିଲ୍ଲା ସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀସ୍ୱାଧୀନତା ସଂଗ୍ରାମ ଓ ଆଦିବାସୀଙ୍କ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ।

ମାଲକାନଗିରି ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁ୨୧/୦୪ମାଲକାନଗିରି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ…